ଡିଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ


ଡିଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଭୁବନେଶ୍ବର ଆସୁଥିବାରୁ ରାଜଧାନୀରେ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୁଲିସ । ଦିନ ଗୋଟିଏ ୨୫ରେ ପହଂଚିବେ ଅମିତ ଶାହା । ୪ଟା ୨୫ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଂଚିବେ । ଏଥିପାଇଁ ଦିନ ଗୋଟାଏରୁ ଟ୍ରାଫିକ୍ କଟକଣା ଜାରି ହୋଇଛି । ନଜର ପକାନ୍ତୁ ଆଜି ପାଇଁ କେଉଁଠି ଟ୍ରାଫିକ କଟକଣା ବଳବତ୍ତର ରହିବ ।


error: Content is protected !!