ରାତି ହେଲେ ମାତୁଛନ୍ତି ଲୁଟେରା: ପୁଲିସ ଚୋର ନ ଧରି ହ୍ବାଟ୍ସଆପରେ ଜାରି କରୁଛି ସୁରକ୍ଷା ବାର୍ତ୍ତା..
ରାତି ହେଲେ ଛାତି ଥରୁଛି। ଲୁଟେରାଙ୍କୁ ଦେଖି ଭୟ ଲାଗୁଛି। ଖଣ୍ଡା ଧରି ଆପାର୍ଟମେଣ୍ଟ ତଳେ ହଲ୍ଲାବୋଲ ଡାକରା ଦେଉଛନ୍ତି ଲୁଟେରା। ପାହାଳ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯାହାକୁ ନେଇ ଏବେ ଆପାର୍ଟମେଣ୍ଟରେ ଦେଖାଯାଇଛି କୋକୁଆ ଭୟ। ବିଗତ ୩ ଦିନ ଧରି ୩ଟି ଫ୍ଲାଟରୁ ଲୁଟ ଉଦ୍ୟମ ହୋଇଛି। ତାଲା କାଟି ଟଙ୍କା, ସୁନା ଲୁଟି ନେଇଯାଉଛନ୍ତି ଲୁଟେରା । କିନ୍ତୁ ବଡ଼ କଥା ହେଉଛି ପାଟ୍ରୋଲିଂ କରି ଚୋର ଧରିବା ବଦଳରେ ପୁଲିସ ହ୍ବାଟ୍ସଆପରେ ଜାରି କରୁଛି ସୁରକ୍ଷା ବର୍ତ୍ତା । ଏହି ବାର୍ତ୍ତାରେ ଆପାର୍ଟମେଣ୍ଟରେ ସିସିଟିଭି ଲଗାଇବା ସହ ରାତି ପ୍ରାୟ ୧ ରୁ ୩ ଟା ପର୍ଯ୍ୟନ୍ତ ଆଲର୍ଟ ରହିବାକୁ କହିଛି ପୁଲିସ ।
More Stories
ଡାକ୍ତର ନରେନ୍ଦ୍ର ଦଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର 2024ବର୍ଷ ପାଇଁ ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ଙ୍କୁ ପ୍ରଦାନ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ସାହା ରାଜ୍ୟ ସଭା ରେ ଦେଇଥିବା ଉଦବୋଧନ
ରାହୁଲ ଗାନ୍ଧୀ ଠେଲି ଦେଲେ: ପ୍ରତାପ