୧୫ ଦିନରେ ୧କୋଟି ଛୁଇଁବ ସୁଭଦ୍ରା ହିତାଧିକାରୀ |


ଭୁବନେଶ୍ବର: ସୁଭଦ୍ରା ଅପଡେଟ୍‌ ନେଇ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ
-ଏ ପର୍ଯ୍ୟନ୍ତ ୯୮ଲକ୍ଷ ହିତାଧିକାରୀଙ୍କୁ ଦେଇସାରିଛୁ ସୁଭଦ୍ରା: ପ୍ରଭାତୀ ପରିଡ଼ା
-‘୧୫ ଦିନ ଭିତରେ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟର ୧କୋଟି ଛୁଇଁବ’
-‘DBT ମାଧ୍ୟମରେ ଆମେ ହିତାଧିକାରୀଙ୍କୁ ଟଙ୍କା ଦେଇସାରିଛୁ’.


error: Content is protected !!