ଦଳୀୟ ଉପସଭାପତି ପଦରୁ ହଟିଲେ ସୌମ୍ୟ ବହିଷ୍କୃତ କଲେ ବିଜେଡି ସୁପ୍ରିମୋ


ଭୁବନେଶ୍ୱର ୧୨।୦୯: ଉପସଭାପତି ପଦରୁ ହଟିଲେ ବରିଷ୍ଠ ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ । ଖଣ୍ଡପଡ଼ା ବିଧାୟକଙ୍କୁ ଦଳୀୟ ଉପସଭାପତି ପଦରୁ ହଟାଇଛନ୍ତି ବିଜେଡି ସୁପ୍ରିମୋ । ଖବରକାଗଜରେ ସମ୍ପାଦକୀୟ ଲେଖି ବିବାଦରେ ଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ ।


error: Content is protected !!