ସୋନପୁର ଜିଲ୍ଲାରେ ପ୍ରତିବର୍ଷ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷର ପକ୍ଷୀ ଗଣନା ରିପୋର୍ଟ ଅନୁସାରେ ସୋନପୁର ଜିଲ୍ଲାକୁ ଗତବର୍ଷ ଅପେକ୍ଷା ୮ ହଜାର ୪୧ଟି ଅଧିକ ବିଦେଶାଗତ ପକ୍ଷୀ ଆସିଛନ୍ତି । ଡାମ ଆଦି ସ୍ଥାନରେ ପକ୍ଷୀ ଗଣନା କରାଯାଇଥିଲା । ରିପୋର୍ଟ ଅନୁସାରେ ଚଳିତ ବର୍ଷ ୯୧ ପ୍ରଜାତିର ପକ୍ଷୀ ଚିହ୍ନଟ ମିଳିଛି। ସୋନପୁରକୁ ସାଇବେରିଆ, ମାଙ୍ଗୋଲିଆ, କାସ୍ପିଆନ୍ ସାଗର, ଆମେରିକା ଆଦି ସ୍ଥାନରୁ ପକ୍ଷୀ ଗତବର୍ଷ ଏହି ସଂଖ୍ୟା ୨୭ ହଜାର ୪୭ ଥିବା ବେଳେ ଏବର୍ଷ ଏହି ସଂଖ୍ୟା ୩୫ ହଜାର ୪୬୦କୁ ବୃଦ୍ଧି ପାଇଛି ।ସୋନପୁର ଜିଲ୍ଲାରେ ପ୍ରତିବର୍ଷ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷର ପକ୍ଷୀ ଗଣନା ରିପୋର୍ଟ ଅନୁସାରେ ସୋନପୁର ଜିଲ୍ଲାକୁ ଗତବର୍ଷ ଅପେକ୍ଷା ୮ ହଜାର ୪୧ଟି ଅଧିକ ବିଦେଶାଗତ ପକ୍ଷୀ ଆସିଛନ୍ତି । ଡାମ ଆଦି ସ୍ଥାନରେ ପକ୍ଷୀ ଗଣନା କରାଯାଇଥିଲା । ରିପୋର୍ଟ ଅନୁସାରେ ଚଳିତ ବର୍ଷ ୯୧ ପ୍ରଜାତିର ପକ୍ଷୀ ଚିହ୍ନଟ ମିଳିଛି। ସୋନପୁରକୁ ସାଇବେରିଆ, ମାଙ୍ଗୋଲିଆ, କାସ୍ପିଆନ୍ ସାଗର, ଆମେରିକା ଆଦି ସ୍ଥାନରୁ ପକ୍ଷୀ ଗତବର୍ଷ ଏହି ସଂଖ୍ୟା ୨୭ ହଜାର ୪୭ ଥିବା ବେଳେ ଏବର୍ଷ ଏହି ସଂଖ୍ୟା ୩୫ ହଜାର ୪୬୦କୁ ବୃଦ୍ଧି ପାଇଛି ।ସୋନପୁର ଜିଲ୍ଲାରେ ପ୍ରତିବର୍ଷ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷର ପକ୍ଷୀ ଗଣନା ରିପୋର୍ଟ ଅନୁସାରେ ସୋନପୁର ଜିଲ୍ଲାକୁ ଗତବର୍ଷ ଅପେକ୍ଷା ୮ ହଜାର ୪୧ଟି ଅଧିକ ବିଦେଶାଗତ ପକ୍ଷୀ ଆସିଛନ୍ତି । ଡାମ ଆଦି ସ୍ଥାନରେ ପକ୍ଷୀ ଗଣନା କରାଯାଇଥିଲା । ରିପୋର୍ଟ ଅନୁସାରେ ଚଳିତ ବର୍ଷ ୯୧ ପ୍ରଜାତିର ପକ୍ଷୀ ଚିହ୍ନଟ ମିଳିଛି। ସୋନପୁରକୁ ସାଇବେରିଆ, ମାଙ୍ଗୋଲିଆ, କାସ୍ପିଆନ୍ ସାଗର, ଆମେରିକା ଆଦି ସ୍ଥାନରୁ ପକ୍ଷୀ ଗତବର୍ଷ ଏହି ସଂଖ୍ୟା ୨୭ ହଜାର ୪୭ ଥିବା ବେଳେ ଏବର୍ଷ ଏହି ସଂଖ୍ୟା ୩୫ ହଜାର ୪୬୦କୁ ବୃଦ୍ଧି ପାଇଛି ।ସୋନପୁର ଜିଲ୍ଲାରେ ପ୍ରତିବର୍ଷ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷର ପକ୍ଷୀ ଗଣନା ରିପୋର୍ଟ ଅନୁସାରେ ସୋନପୁର ଜିଲ୍ଲାକୁ ଗତବର୍ଷ ଅପେକ୍ଷା ୮ ହଜାର ୪୧ଟି ଅଧିକ ବିଦେଶାଗତ ପକ୍ଷୀ ଆସିଛନ୍ତି । ଡାମ ଆଦି ସ୍ଥାନରେ ପକ୍ଷୀ ଗଣନା କରାଯାଇଥିଲା । ରିପୋର୍ଟ ଅନୁସାରେ ଚଳିତ ବର୍ଷ ୯୧ ପ୍ରଜାତିର ପକ୍ଷୀ ଚିହ୍ନଟ ମିଳିଛି। ସୋନପୁରକୁ ସାଇବେରିଆ, ମାଙ୍ଗୋଲିଆ, କାସ୍ପିଆନ୍ ସାଗର, ଆମେରିକା ଆଦି ସ୍ଥାନରୁ ପକ୍ଷୀ ଗତବର୍ଷ ଏହି ସଂଖ୍ୟା ୨୭ ହଜାର ୪୭ ଥିବା ବେଳେ ଏବର୍ଷ ଏହି ସଂଖ୍ୟା ୩୫ ହଜାର ୪୬୦କୁ ବୃଦ୍ଧି ପାଇଛି ।ସୋନପୁର ଜିଲ୍ଲାରେ ପ୍ରତିବର୍ଷ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷର ପକ୍ଷୀ ଗଣନା ରିପୋର୍ଟ ଅନୁସାରେ ସୋନପୁର ଜିଲ୍ଲାକୁ ଗତବର୍ଷ ଅପେକ୍ଷା ୮ ହଜାର ୪୧ଟି ଅଧିକ ବିଦେଶାଗତ ପକ୍ଷୀ ଆସିଛନ୍ତି । ଡାମ ଆଦି ସ୍ଥାନରେ ପକ୍ଷୀ ଗଣନା କରାଯାଇଥିଲା । ରିପୋର୍ଟ ଅନୁସାରେ ଚଳିତ ବର୍ଷ ୯୧ ପ୍ରଜାତିର ପକ୍ଷୀ ଚିହ୍ନଟ ମିଳିଛି। ସୋନପୁରକୁ ସାଇବେରିଆ, ମାଙ୍ଗୋଲିଆ, କାସ୍ପିଆନ୍ ସାଗର, ଆମେରିକା ଆଦି ସ୍ଥାନରୁ ପକ୍ଷୀ ଗତବର୍ଷ ଏହି ସଂଖ୍ୟା ୨୭ ହଜାର ୪୭ ଥିବା ବେଳେ ଏବର୍ଷ ଏହି ସଂଖ୍ୟା ୩୫ ହଜାର ୪୬୦କୁ ବୃଦ୍ଧି ପାଇଛି ।
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ବଢ଼ିଲା କମର୍ସିଆଲ ଗ୍ୟାସ ଦର
ପୋଲ ଉପରେ ୨ ଫୁଟର ପାଣି