I.N.D.I.A. ଆସନ ବୁଝାମଣା


• I.N.D.I.A. ବୈଠକରେ ଆସନ ବୁଝାମଣା ନେଇ ଆଲୋଚନା।

• ସେପ୍ଟେମ୍ବର ୩୦ ସୁଦ୍ଧା ଚୂଡ଼ାନ୍ତ ହେବ ଆସନ ବୁଝାମଣା।

• ମୁମ୍ବାଇ ବୈଠକ ପରେ ସଂକଳ୍ପ ଘୋଷଣା ‘ଜୁଡେଗା ଭାରତ, ଜିତେଗା I.N.D.I.A.’ ନାରା।

• I.N.D.I.A.ର ୧୩ ଜଣିଆ ସମନ୍ବୟ କମିଟି କମିଟିରେ ଶରଦ ପାୱାର ସାମିଲ, ଗାନ୍ଧି ପରିବାରରୁ କୌଣସି ସଦସ୍ୟ ନାହାନ୍ତି।କେ.ସି. ବେଣୁ ଗୋପାଳ, ଶରଦ ପାୱାର, ଏମ୍‌.କେ. ଷ୍ଟାଲିନ୍‌, ସଞ୍ଜୟ ରାଉତ, ତେଜସ୍ବୀ ଯାଦବ, ଅଭିଷେକ ବାନାର୍ଜୀ, ରାଘବ ଚଢା, ଜାଭେଦ ଅଲ୍ଲୀ ଖାନ୍, ହେମନ୍ତ ସୋରେନ, ଡି. ରାଜା, ଓମାର ଅବଦୁଲ୍ଲା, ମେହବୁବା ମୁଫତି ସଦସ୍ୟ।


error: Content is protected !!