ସାରା ଓଡିଶା ରାଜ୍ୟର ରୋଗୀମାନେ କଟକ ରାମଚନ୍ଦ୍ରଭଞ୍ଜ ବଡ଼ ମେଡିକାଲକୁ ପ୍ରତେକ ଦିନ ଆସୁଥିବା ବେଳେ ସେହି କଟକ ବଡ଼ ମେଡିକାଲର ହୃଦରୋଗ ବିଭାଗରେ କାର୍ଯ୍ୟରତ ଡାକ୍ତର ଦିଲବର ସିଂ ଠାକୁର ୨ ଜଣ ମହିଳା ରୋଗୀଙ୍କୁ ଚିକିତ୍ସା କରିବା ବାହାନାରେ ଦୁଷ୍କର୍ମ


ସାରା ଓଡିଶା ରାଜ୍ୟର ରୋଗୀମାନେ କଟକ ରାମଚନ୍ଦ୍ରଭଞ୍ଜ ବଡ଼ ମେଡିକାଲକୁ ପ୍ରତେକ ଦିନ ଆସୁଥିବା ବେଳେ ସେହି କଟକ ବଡ଼ ମେଡିକାଲର ହୃଦରୋଗ ବିଭାଗରେ କାର୍ଯ୍ୟରତ ଡାକ୍ତର ଦିଲବର ସିଂ ଠାକୁର ୨ ଜଣ ମହିଳା ରୋଗୀଙ୍କୁ ଚିକିତ୍ସା କରିବା ବାହାନାରେ ଦୁଷ୍କର୍ମ କରିବା ଘଟଣା ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସାଙ୍ଗେ ସାଙ୍ଗେ ମାନ୍ୟବର କମିଶନଙ୍କ ଏକ ସ୍ପେଶାଲ ଟିମ ତଦନ୍ତ କରିବାକୁ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଏନ.ଏଚ.ଆର.ସି କେଶ ନମ୍ବର 13051/2024 ରେ କେଶ ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ |

ଏହି ମାମଲାରେ ଡିସିପି କଟକ, ଡିଜି ପୋଲିସ ଓଡିଶା, ଗୃହ ସଚିବ ଓଡିଶା ଏବଂ SCB ମେଡିକାଲର ନିର୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି |


error: Content is protected !!