୯ରୁ ୯୦ ନାରା,୧୪ରେ ଅଟକିଗଲା- ନରସିଂହ


୯ରୁ ୯୦ ନାରା,୧୪ରେ ଅଟକିଗଲା- ନରସିଂହ

  • ଷ୍ଟିୟରିଂ କମିଟିରେ ସ୍ଥାନ ନ ମିଳିବା ପରେ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା.
  • ହାଇକମାଣ୍ଡ ନିଷ୍ପତ୍ତି ମାନିବାକୁ ବାଧ୍ୟ କହିଲେ ନରସିଂହ
  • ‘ମୋ ଆବଶ୍ୟକତା ଅନୁଭବ କରିଥିଲେ କମିଟିରେ ରଖିଥାଆନ୍ତେ’
  • ‘ମୋ ସହ କେହି ଆଲୋଚନା କରିନାହନ୍ତି, ମୁଁ କିଛି ଜାଣିନି’
  • ‘କମିଟି ସବୁ ଭଙ୍ଗ କରିଦେଲେ, ୨/୩ ସପ୍ତାହ କଂଗ୍ରେସର ଅସ୍ତିତ୍ବ ରହିଲାନି’
  • ‘୧୪ ସିଟ୍ ଜିତିଛୁ, କିନ୍ତୁ କଂଗ୍ରେସର ଭୋଟ୍ ପ୍ରତିଶତ କମିଛି’
  • ‘କଂଗ୍ରେସ କାହିଁକି ବିଫଳ ହେଲା ମିଟିଂ ଡାକିବାର ଆବଶ୍ୟକତା ଥିଲା’
  • ‘କିନ୍ତୁ ବୈଠକ ଡାକୁନାହାନ୍ତି, ପାର୍ଟି ଧୀରେ ଧୀରେ ଦୁର୍ବଳ ହେଉଛି’
  • ‘ସଭାପତି ୯ରୁ ୯୦ ନାରା ଦେଇଥିଲେ, ୧୪ରେ ଅଟକିଗଲା’

error: Content is protected !!