୯ରୁ ୯୦ ନାରା,୧୪ରେ ଅଟକିଗଲା- ନରସିଂହ
- ଷ୍ଟିୟରିଂ କମିଟିରେ ସ୍ଥାନ ନ ମିଳିବା ପରେ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା.
- ହାଇକମାଣ୍ଡ ନିଷ୍ପତ୍ତି ମାନିବାକୁ ବାଧ୍ୟ କହିଲେ ନରସିଂହ
- ‘ମୋ ଆବଶ୍ୟକତା ଅନୁଭବ କରିଥିଲେ କମିଟିରେ ରଖିଥାଆନ୍ତେ’
- ‘ମୋ ସହ କେହି ଆଲୋଚନା କରିନାହନ୍ତି, ମୁଁ କିଛି ଜାଣିନି’
- ‘କମିଟି ସବୁ ଭଙ୍ଗ କରିଦେଲେ, ୨/୩ ସପ୍ତାହ କଂଗ୍ରେସର ଅସ୍ତିତ୍ବ ରହିଲାନି’
- ‘୧୪ ସିଟ୍ ଜିତିଛୁ, କିନ୍ତୁ କଂଗ୍ରେସର ଭୋଟ୍ ପ୍ରତିଶତ କମିଛି’
- ‘କଂଗ୍ରେସ କାହିଁକି ବିଫଳ ହେଲା ମିଟିଂ ଡାକିବାର ଆବଶ୍ୟକତା ଥିଲା’
- ‘କିନ୍ତୁ ବୈଠକ ଡାକୁନାହାନ୍ତି, ପାର୍ଟି ଧୀରେ ଧୀରେ ଦୁର୍ବଳ ହେଉଛି’
- ‘ସଭାପତି ୯ରୁ ୯୦ ନାରା ଦେଇଥିଲେ, ୧୪ରେ ଅଟକିଗଲା’
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ବଢ଼ିଲା କମର୍ସିଆଲ ଗ୍ୟାସ ଦର
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ