SCB ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ


SCB ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ -କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦ
-କଟକ ଏସ୍‌ସିବିରେ ଜୁନିଅର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
-ଏମର୍ଜେନ୍ସୀକୁ ଛାଡ଼ିଦେଲେ ବାକି ସବୁ ସେବା ବନ୍ଦ କଲେ ଜୁନିଅର ଡାକ୍ତର
-ଓପିଡି, ଓଟି ସେବା ସହ ଲ୍ୟାବ ବନ୍ଦ, ରୋଗୀ ହନ୍ତସନ୍ତ.


error: Content is protected !!