ସେପ୍ଟେମ୍ବର ୧୭ରେ ମିଳିବ ପ୍ରଥମ କିସ୍ତି ସୁଭଦ୍ରା


ସେପ୍ଟେମ୍ବର ୧୭ରେ ମିଳିବ ପ୍ରଥମ କିସ୍ତି ସୁଭଦ୍ରା
-‘ସୁଭଦ୍ରା’ ଯୋଜନା ପ୍ରଥମ କିସ୍ତି ଟଙ୍କା ସେପ୍ଟେମ୍ବର ୧୭ରେ ମିଳିବ
-ଏନେଇ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
-ପୁରୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଘୋଷଣା କଲେ
-ରାକ୍ଷୀ ପୂର୍ଣ୍ଣିମା ଶେଷ ହୋଇଥିଲେ ବି ସେପ୍ଟେମ୍ବର ୧୭ରେ ମିଳିବ
-ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରି ପ୍ରଥମ କିସ୍ତି ଟଙ୍କା ଦେବେ
-ଗତ ଜୁଲାଇ ୧ ସୁଦ୍ଧା ୨୧ ବର୍ଷ ପୂରଣ କରିଥିବା ହିତାଧିକାରୀ ପାଇବେ.


error: Content is protected !!