ସିଏମ କିଷାନରେ ମିଳିବ ୪ ହଜାର ଟଙ୍କା


ସିଏମ କିଷାନରେ ମିଳିବ ୪ ହଜାର ଟଙ୍କା -ଖୁବଶୀଘ୍ର ଆରମ୍ଭ ହେବ ସିଏମ କିଷାନ ଯୋଜନା
-ବିଧାନସଭାରେ କୃଷିମନ୍ତ୍ରୀ କେଭି ସିଂଦେଓଙ୍କ ଉତ୍ତର
ବର୍ଷକୁ ୨ଟି କିସ୍ତିରେ ମିଳିବ ୪ ହଜାର ଟଙ୍କା .
-ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ୧୨,୫୦୦ ଟଙ୍କା
-ସିଏମ୍‌ କିଷାନ ପୋର୍ଟାଲରେ ହେବ ଆବେଦନ


error: Content is protected !!