RSS ସରସଂଘ ଚାଳକ ମୋହନ ଭାଗବତଙ୍କ ସୁରକ୍ଷା ବଢ଼ିଲା


RSS ସରସଂଘ ଚାଳକ ମୋହନ ଭାଗବତଙ୍କ ସୁରକ୍ଷା ବଢ଼ିଲା
-ଜେଡ୍‌ ପ୍ଲସ୍‌ ଜାଗାରେ ଏଣିକି ଭାଗବତଙ୍କୁ ମିଳିବ ଏଏସ୍‌ଏଲ୍‌ ସୁରକ୍ଷା
-ଏଏସ୍‌ଏଲ୍- ଆଡଭାନ୍ସ ସିକ୍ୟୁରିଟି ଲିଆଜନ୍‌ ସୁରକ୍ଷା ମିଳିବ
-ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଭଳି ମିଳିବ ଏଏସ୍‌ଏଲ୍‌ ସୁରକ୍ଷା
-ସୁରକ୍ଷା ନେଇ ଗୁଇନ୍ଦା ବ୍ୟୁରୋ ରିପୋର୍ଟ ପରେ ଏଏସ୍‌ଏଲ୍‌ ନିଷ୍ପତ୍ତି.


error: Content is protected !!