ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ


ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
ବୈଠକରେ ଚଳିତବର୍ଷର ବଜେଟକୁ ମିଳିବ ଅନୁମୋଦନ
୩୮୬ କୋଟି ଟଙ୍କାର ରହିଛି ବ୍ୟୟଅଟକଳ ଶ୍ରୀମନ୍ଦିର ନିଯୁକ୍ତି ପାଇଁ ହୋଇପାରେ ଆଲୋଚନା


error: Content is protected !!