ପହଣ୍ଡି ବିଭ୍ରାଟ ରିପୋର୍ଟ ଅସଂପୂର୍ଣ୍ଣ


ପହଣ୍ଡି ବିଭ୍ରାଟ ରିପୋର୍ଟ ଅସଂପୂର୍ଣ୍ଣ -ଆଡ଼ପ ପହଣ୍ଡି ଅଘଟଣ ରିପୋର୍ଟ ଅସଂପୂର୍ଣ୍ଣ ଥିବା କହିଲା ପରିଚାଳନା କମିଟି
-ଶ୍ରୀମନ୍ଦିର ପରିଚାଳନା କମିଟି ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା
-ରିପୋର୍ଟ ଅସଂପୂର୍ଣ୍ଣ, ଆଉଥରେ ତର୍ଜମା କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ
-‘୩ ଜଣିଆ କମିଟି ଆଜି ୯ଟି ପଏଣ୍ଟରେ ତାଙ୍କ ରିପୋର୍ଟ ଦେଇଥିଲେ’


error: Content is protected !!