ବାଲେଶ୍ୱର ଡିଇଓ ଅଫିସ୍‌ କନିଷ୍ଠ କିରାଣି ଗିରଫ


ବାଲେଶ୍ୱର ଡିଇଓ ଅଫିସ୍‌ କନିଷ୍ଠ କିରାଣି ଗିରଫ
ଗିରଫ ହେଲେ କନିଷ୍ଠ କିରାଣି ପ୍ରଦୀପ ଦାସ
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ
କାଲି ରେଡ୍‌ କରି ବିପୁଳ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ
୧ କୋଟିର ମାର୍କେଟ କଂପ୍ଲେକ୍ସ, ଗୋଟିଏ କୋଠା, ୬ ପ୍ଲଟ ମିଳିଥିଲା


error: Content is protected !!