ନୂଆପଡ଼ା ଜିଲ୍ଲା ବୋଡେ଼ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ନୀରିହ ଗରିଵ୍ ଖଟିଖିଆ ଲୋକଙ୍କ ଠାରୁ ମୃତ୍ୟୁ ପ୍ରମାଣ ପତ୍ର ବନେଇ ଦେବାପାଇଁ ୫୦୦ ଟଙ୍କା ନିଆଯାଉ ଥିବାର ଅଭିଯୋଗ ହେଇଛି ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଖଇରା ପଞ୍ଚାୟତ ,।ବାଞ୍ଜିବାହାଲ ଗ୍ରାମର,କନ୍ଦରୁ ବାଗ ,ତାଙ୍କର ସ୍ତ୍ରୀ ନଡ଼ିଆଖାଇ ବାଗ ଗତ ୫ ସେପ୍ଟେମ୍ବର ୨୦୨୪ ତାରିଖ ଦିନ ଦେହାନ୍ତ ହେଇ ଯାଇଥିଲେ, ଏବଂ ତାଙ୍କ ଶୁଦ୍ଧିକାର୍ଯ୍ୟ ପାଇଁ ତାଙ୍କ ବେଙ୍କ ରେ ଥିବା ଟଙ୍କା ବାହାରକରିବାପାଇଁ ଯାଇଥିଲେ ସେଠାରେ ବେଙ୍କ କର୍ମଚାରୀ ମୁର୍ତ୍ୟୁ ପ୍ରମାଣ ପତ୍ର ମାଗିଥିଲେତାଙ୍କ ସ୍ୱମୀ କାନ୍ଦରୁ ବାଗ ବୋଡେ଼ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ସାଟିଫିକେଟ ପାଇଁ ଆବେଦନ କରିବାକୁ ଯାଇଥିଲେ ସେଠାରେ ତାଙ୍କୁ 500 ଟଙ୍କା ମାଗିଥିଲେନୂଆପଡ଼ା ରୁ ସୁରେଶ ଦଣ୍ଡସେନା ଙ୍କ ରିପୋର୍ଟ now odisha
More Stories
ଓଡ଼ିଶା ସମେତ ଭିନ୍ନ ରାଜ୍ୟକୁ ଆଳୁ ରପ୍ତାନି ଉପରେ ପୁଣି ଅଙ୍କୁଶ
ଶିରରୁ କାଢ଼ିଲେ ଲକ୍ଷ୍ମୀ ମୁକୁତାର ଜାଲି। ହୃଦରୁ କାଢ଼ିଲେ ଇନ୍ଦ୍ର ଗୋବିନ୍ଦ କାଞ୍ଚଲି
ପ୍ରଧାନମନ୍ତ୍ରୀ ପୋଷଣ ପ୍ରୋଗ୍ରାମ ପାଇଁ ଗଠନ ହେଲା କମିଟ