ଇସ୍ପାତ ସହରର ସାହିତ୍ୟ ଖଟିରେ ପହଞ୍ଚି ଲା ଓଡ଼ିଆ ସାହିତ୍ୟର ନବ ଦିଗନ୍ତ “ସାହିତ୍ୟ ଚର୍ଚ୍ଚା”।
ଏହାର ସମ୍ପାଦକ ଅଛନ୍ତି ନିହାର ରଞ୍ଜନ ସତପଥି, ଉପଦେଷ୍ଟା ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ଦୂର୍ଗା ଚରଣ ଷଡ଼ଙ୍ଗୀ, ବଳଦେବ ମହାରଥା, ପ୍ରଶାନ୍ତ ଭୂୟାଁ।
ଏଥର ସୃଚୀ ପତ୍ର ରେ ପ୍ରବନ୍ଧ, ଗଳ୍ପ, କବିତା, ରମ୍ୟରଚନା,ଅନୂଭୂତି, ଶିଶୁ ଗଳ୍ପ, ପୁସ୍ତକ ସମୀକ୍ଷା ରେ ନିହାର ଶତପଥୀ,ଶେଷ ପ୍ରୁଷ୍ଠା ରେ ପ୍ରଶାନ୍ତ ଭୂୟାଁ। ପତ୍ରିକା ର କଳେବର ଖୁବ ସୁନ୍ଦର।
ପତ୍ରିକା ଟି ପାଠକ ମାନଙ୍କ ଅପେକ୍ଷା ରେ।
ଆଜିର ଅତିଥି- ଗାଳ୍ପିକ କାଶିନାଥ ନନ୍ଦି, ପ୍ରାବନ୍ଧିକ ପ୍ରଶାନ୍ତ କୁମାର ପତି, ନାଟ୍ୟକାର ଆର୍ତ୍ତତ୍ରାଣ ମହାପାତ୍ର।
ଆହା କି ସୁନ୍ଦର ଆମ ଓଡ଼ିଶା
କହି ପଢ଼ି ଯିବା ଓଡ଼ିଆ ଭାଷା।
More Stories
ଡାକ୍ତର ନରେନ୍ଦ୍ର ଦଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର 2024ବର୍ଷ ପାଇଁ ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ଙ୍କୁ ପ୍ରଦାନ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ସାହା ରାଜ୍ୟ ସଭା ରେ ଦେଇଥିବା ଉଦବୋଧନ
ରାହୁଲ ଗାନ୍ଧୀ ଠେଲି ଦେଲେ: ପ୍ରତାପ