କେନ୍ଦ୍ରାପଡା ଟାଉନ୍ ହଲ୍ ପରିସରରେ ସ୍ୱର୍ଗତ ଗୁରୁଚରଣ ଦାସଙ୍କ ୧୪ ତମ ଶ୍ରାର୍ଦ୍ଧବାର୍ଷିକ ଆୟୋଜିତ ସ୍ମୁତି ସଭା କାର୍ଯ୍ୟକ୍ରମକୁ ମାନ୍ୟବର ମନ୍ତ୍ରୀ ଆସିଥିବା ସମୟରେ ଜିଲ୍ଲା ବିଜେପି ପକ୍ଷରୁ ଖାଦ୍ୟପେୟ ପାଇଁ କରାଯାଇଥିବା ବ୍ୟବସ୍ଥା ଠିକ୍ ଭାବରେ କରା ନଯିବାରୁ ଶତାଧିକ ଲୋକ ଲମ୍ବା ଧାଡିରେ ଘଣ୍ଟା, ଘଣ୍ଟା ଧରି ଛିଡାହୋଇ ଅପେକ୍ଷା କରି ଖାଇବାକୁ ନପାଇ ଫେରୁଥିବା ଅଭିଯୋଗ ହୋଇଛି ।
More Stories
ଡାକ୍ତର ନରେନ୍ଦ୍ର ଦଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର 2024ବର୍ଷ ପାଇଁ ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ଙ୍କୁ ପ୍ରଦାନ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ସାହା ରାଜ୍ୟ ସଭା ରେ ଦେଇଥିବା ଉଦବୋଧନ
ରାହୁଲ ଗାନ୍ଧୀ ଠେଲି ଦେଲେ: ପ୍ରତାପ