ବିଜେପି ସରକାରକୁ କଟକ ପୂର୍ତ୍ତ ବିଭାଗ ଯନ୍ତ୍ରୀ ବେଖାତିର କରି ଦୁର୍ନୀତି ଚଳାଇଛନ୍ତି । ବଦଳି ଯେତେ ଯେତେ ଡେରି ହେଉଛି ଦୁର୍ନୀତି ସେତିକି ସେତିକି ବଢୁଛି । ବଦଳି କରି ପ୍ରତେକ କାମକୁ ଭିଜିଲାନ୍ସ ତଦନ୍ତ ହେବାକୁ ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର ଧରିଛି । ଦୁର୍ନୀତି କରି କଟକରୁ ତଡା ଖାଇଥିବା ଯନ୍ତ୍ରୀ ପୁଣି କଟକକୁ ଫେରୁଥିବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏଥିପ୍ରତି ବିଭାଗୀୟ ମନ୍ତ୍ରୀ ଗୁରୁତର ସହ ନେବେ ବୁଦ୍ଧିଜୀବୀ କୁହନ୍ତି ।
More Stories
ଡାକ୍ତର ନରେନ୍ଦ୍ର ଦଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର 2024ବର୍ଷ ପାଇଁ ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ଙ୍କୁ ପ୍ରଦାନ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ସାହା ରାଜ୍ୟ ସଭା ରେ ଦେଇଥିବା ଉଦବୋଧନ
ରାହୁଲ ଗାନ୍ଧୀ ଠେଲି ଦେଲେ: ପ୍ରତାପ