ନୂଆପଡ଼ା ଜିଲ୍ଲା ରେ ୭୭ ଗୋଟି ମଣ୍ଡି ରେ ଧାନ ସଂଗ୍ରହ, ଆଜି ପର୍ଯ୍ୟନ୍ତ ୧ ଲକ୍ଷ ୩୮ ହଜାର କୁଣ୍ଟାଲ ଧାନ ସଂଗୃହିତ ତା:୧୩. ୧୨. ନୂଆପଡ଼ା ଜିଲ୍ଲା ରେ ୭୭ ଗୋଟି ମଣ୍ଡି ରେ ଧାନ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ୩୩୫୦ ଜଣ ଚାଷୀଙ୍କ ଠାରୁ ୧ ଲକ୍ଷ ୩୮ ହଜାର କୁଣ୍ଟାଲ ଧାନ ସଂଗୃହିତ ହୋଇଅଛି। ୭୭ ମଣ୍ଡି ରେ ୨୬ ଗୋଟି ସମବାୟ ସମିତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ଵାରା ଧାନ କ୍ରୟ ହେଉଥିବ ବେଳେ ଚାଷୀ ମାନେ ଉନ୍ନତ ଧରଣ ଧାନ ନେଇ ମଣ୍ଡିରେ ବିକ୍ରି କରୁଛନ୍ତି। ସେହିପରି ବିକ୍ରି କରିଥିବା ଚାଷୀଙ୍କ ମଧ୍ୟ ରୁ ୨୧୧୮ ଚାଷୀଙ୍କୁ ତାଙ୍କ ଧାନ ର ସହାୟକ ମୂଲ୍ୟ ଏବଂ ଇନପୁଟ ସହାୟତା ତାଙ୍କ ବ୍ୟାଙ୍କ୍ ଖାତାରେ ଜମା ହୋଇଅଛି। ଜିଲ୍ଲା ର ୩୧ ଗୋଟି ମିଲର୍ଷ ମଧ୍ୟ ରୁ ୩୦ ଗୋଟି ମିଲାସ ଚୁକ୍ତି କରି ଧାନ ମଣ୍ଡି ରୁ ଉଠା ଉଛନ୍ତି।
More Stories
ଡାକ୍ତର ନରେନ୍ଦ୍ର ଦଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର 2024ବର୍ଷ ପାଇଁ ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ଙ୍କୁ ପ୍ରଦାନ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ସାହା ରାଜ୍ୟ ସଭା ରେ ଦେଇଥିବା ଉଦବୋଧନ
ରାହୁଲ ଗାନ୍ଧୀ ଠେଲି ଦେଲେ: ପ୍ରତାପ