ଅରବିନ୍ଦ ମହାପାତ୍ର ବିଧାନସଭାରେ ଚମତ୍କାର କଥା କହିଲେ…


ଅରବିନ୍ଦ ମହାପାତ୍ର ବିଧାନସଭାରେ ଚମତ୍କାର କଥା କହିଲେ…
ଯଦି ନବୀନ ବାବୁଙ୍କ ସରକାର ଦୁର୍ନୀତିଗ୍ରସ୍ତ ତାହେଲେ କେଜ୍ରିୱାଲ, ହେମନ୍ତ ସୋରେନ ବନ୍ଧା ହେଲେ, କିନ୍ତୁ ମୋଦି ନବୀନଙ୍କୁ କାହିଁକି ପ୍ରଂଶସା କଲେ ? କାହିଁକି CBI ED ଚଢ଼ାଉ ହେଲାନି….

ଯଦି ପାଣ୍ଡିଆନ ଦୁର୍ନୀତିଗ୍ରସ୍ତ , ଦଶ ମାସ ହେଲା ସରକାର କରୁଛନ୍ତି କଣ ?

ଯେଉଁ ଅଣ ଓଡିଆ ଅଫିସରଙ୍କୁ ବିଜେପି ଟାର୍ଗେଟ କରୁଥିଲେ ସେମାନଙ୍କୁ ପଦୋନ୍ନତି ଦେଇ କେନ୍ଦ୍ର ସରକାର ନେଇଗଲେ

ଅଜଗା ଘାକୁ ବିଜେପି ଦେଖାଇପାରୁନି
ଆମେ ଶିକାର ଓ ଆପଣ ଶିକାରୀ, କଣ କରିବା କଥା କରନ୍ତୁ…


error: Content is protected !!