ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ନିବେଦନ


ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରମପାବନ ଶ୍ରୀକ୍ଷେତ୍ରର ଭକ୍ତ ନିବାସ, ବିଭିନ୍ନ ଆଧ୍ୟାତ୍ମିକ ପୀଠ ଓ ମହାପ୍ରଭୁଙ୍କର ବିଜେପୀଠସ୍ଥଳୀ ଶ୍ରୀ ମନ୍ଦିର ପରିସରକୁ ପରିଷ୍କାର ପରିଛନ୍ନ ରଖିବାପାଇଁ ଶ୍ରୀମନ୍ଦିର ର ମୁଖ୍ୟ ପ୍ରଶାସକ ଶ୍ରୀ ରଂଜନ କୁମାର ଦାସ ସମସ୍ତଙ୍କୁ ଏକ ପତ୍ର ଲେଖି — ପାନଛେପ ନପକାଇବା, ପଲିଥିନ୍ ରେ ଭୋଗ, ଫୁଲ ନଆଣିବା, ପାନ ଗୁଟକା ଇତ୍ୟାଦି ନଖାଇବା , ଛେପ ନପକାଇବା ଇତ୍ୟାଦି ପାଇଁ ଭକ୍ତ, ସେବାୟତ ଓ ସମସ୍ତ ଜନସାଧାରଣଙ୍କୁ ବିନମ୍ର ନିବେଦନ କରିଛନ୍ତି ||


error: Content is protected !!