୩୭୦ ଧାରା ଉଛେଦ ସଙ୍କ୍ରାନ୍ତୀୟ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟିର ସ୍ଵାଗତ


ଭୁବନେଶ୍ବର: ତା ୧୨-୧୨-୨୦୨୩ ରିଖ ଇଣ୍ଡିଆର ସମ୍ବିଧାନର ୩୭୦ ଧାରା ସଙ୍କ୍ରାନ୍ତୀୟ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି କୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସ୍ଵାଗତ କରିଛି। କାଶ୍ମୀରବାସୀ ଇଣ୍ଡିଆର ମୁଖ୍ୟ ସ୍ରୋତରେ ଆନନ୍ଦରେ ସାମିଲ ହେବାକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ କାଶ୍ମୀର ବାସୀ ଙ୍କୁ ଆହ୍ଵାନ ଦେଇଛନ୍ତି।ତେବେ କଂଗ୍ରେସ ଯୋଗୁ ଇଣ୍ଡିଆ ଆଜି ଜାମୁ- କାଶ୍ମୀର କୁ ପାଇଥିବାରୁ ଶ୍ରୀ ରାଉତ କଂଗ୍ରେସ କୁ ମଧ୍ୟ ବଧାଇ ଜଣାଇଛନ୍ତି । (ଇତି)ରମେଶ ଚନ୍ଦ୍ର ରାଉତ, ସଭାପତି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି Mobile no- 9438843612WhatsApp-No 9438565043Email I’d: indiancitizensparty2011@gmail.com


error: Content is protected !!