କଥା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ବରଗଡ଼ ଦେବ୍ରୀଗଡ଼ ଗ୍ରାମବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିଲେ କେନ୍ଦ୍ରମନ୍ତ୍ରୀ।ସମ୍ବଲପୁର ଖିଣ୍ଡା ଗ୍ରାମବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ରଖିଲେ ଧର୍ମେନ୍ଦ୍ର।ସ୍ଵଦେଶ ଦର୍ଶନ ଯୋଜନାରେ ସାମିଲ ହେଲା ଦେବ୍ରୀଗଡ଼।ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଭୂମି ଖିଣ୍ଡା ମଧ୍ୟ ସ୍ଵଦେଶ ଦର୍ଶନ ଯୋଜନାରେ ସାମିଲ।


error: Content is protected !!