ଭିତରକନିକାରେ ପକ୍ଷୀ ଗଣନା ଶେଷ


ଭିତରକନିକାରେ ପକ୍ଷୀ ଗଣନା ଶେଷ।ଗତବର୍ଷ ତୁଳନାରେ ବଢ଼ିଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା।ଭିତରକନିକାକୁ ଆସୁଛନ୍ତି ୧୧ ହଜାର ୪୬୨ ଅଧିକ ପକ୍ଷୀ।ଚଳିତବର୍ଷ ଆସିଛନ୍ତି ୧ ଲକ୍ଷ ୫୧ ହଜାର ୪୨୧ ପକ୍ଷୀ।ମୋଟ ୧୨୧ ପ୍ରଜାତିର ପକ୍ଷୀ ଆସୁଛନ୍ତି।ଗତବର୍ଷ ତୁଳନାରେ ୧୯ ପ୍ରଜାତିର ପକ୍ଷୀ କମ ଆସିଛନ୍ତି।


error: Content is protected !!