ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଗଜପତି ମହାରାଜାଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ।ଅର୍ପଣ ରଥ, ଗୁଆ ଚାଉଳ ସଂଗ୍ରହ ସଂପର୍କରେ ଗଜପତିଙ୍କ ମତ।ଏହାକୁ ରଥଯାତ୍ରା କହିବାନି, ଏହାକୁ ପ୍ରଚାର ଯାତ୍ରା କହିବା।ଗୁଆ ଚାଉଳ ସଂଗ୍ରହ ନେଇ ପରିଚାଳନା କମିଟି କହିନାହିଁ।ଏସବୁ କଥା ସରକାରଙ୍କ ସ୍ତରରେ ହେଉଛି- ଗଜପତି।ଆମେ ଏ ବିଷୟରେ କୌଣସି ମତ ଦେଇନାହୁଁ।ପ୍ରଚାରରେ ରାଜନୀତିକରଣ କରାଯାଉଛି କି ପ୍ରଶ୍ନରେ ଉତ୍ତର।ମହାପ୍ରଭୁଙ୍କ କାମରେ ରାଜନୀତି ରହିବା ଅନୁଚିତ।
More Stories
ଲିଙ୍ଗରାଜରେ କୋହେନୁର ପଞ୍ଜିକା ମନା
ରାସନ୍ କାର୍ଡ e-KYC ନେଇ ବଡ଼ ଅପଡେଟ୍
ନାବାଳିକା ଶିଶୁକନ୍ୟାଙ୍କୁ ୪ ଜଣ ଅସାମାଜିକ ଯୁବକ ଗଣ ଦୁଷ୍କର୍ମ କରିବା ଘଟଣାରେ ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ |