ପରଜଙ୍ଗ ମିନି ଷ୍ଟାଡିୟମରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ


ପରଜଙ୍ଗ ମିନି ଷ୍ଟାଡିୟମରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ସିଧା ପ୍ରସାରଣ କାର୍ଯ୍ୟକ୍ରମ ଉକ୍ତ ଉତ୍ସବରେ ଢେଙ୍କାନାଳ ଏଡିଏମ୍ ଲଳିତ ମୋହନ ବେହେରା ,ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ଅକ୍ଷୟ କୁମାର ବେହେରା , ବିଡ଼ିଓ ମନ୍ମଥ ନାୟକ ,ଜିଲ୍ଲାପରିଷଦ ଉପାଧ୍ୟକ୍ଷା ବିଳାସିନୀ ସେଠୀ , ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ , ରୁନୁ ବର୍ମା ,ଯୁବ ନେତା ଅସିତ୍ କୁମାର ରାଉତରାୟ ,ସୁବ୍ରତ ଦାସ , ନାରୀନେତ୍ରୀ ସିଷ୍ଟର ନିବେଦିତା , ପରଜଙ୍ଗ ପଞ୍ଚାୟତ ସରପଞ୍ଚ ଗାୟତ୍ରୀ ମହାପାତ୍ର ,କୃଷ୍ଣ ଚନ୍ଦ୍ର ମହାନ୍ତିଙ୍କ ସମେତ ବ୍ଲକର ୨୯ ପଞ୍ଚାୟତର ଦର୍ଶକ ,ବ୍ଲକର ସମସ୍ତ କର୍ମଚାରୀ ,ଅଙ୍ଗନୱାଡ଼ି କର୍ମଚାରୀ , ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଉପସ୍ଥିତ ରହି ଲୋକାର୍ପିତ ଉତ୍ସବକୁ ଭିଡିଓ କନଫରେନ୍ସି ମାଧ୍ୟମରେ ସିଧା ପ୍ରସାରଣକୁ ଉପଭୋଗ କରିଥିଲେ ।


error: Content is protected !!