ସ୍ୱରାଜ ଆଶ୍ରମ


ମହାନ୍ ଦେଶଭକ୍ତ ସଂଗ୍ରାମୀ, ଓଡିଶା ସ୍ୱାଧୀନତା ସଂଗ୍ରାମୀ ସମିତିର ରାଜ୍ୟ ସଭାପତି ନୀଳମଣି ସାମଲଙ୍କ ମରଶରୀରକୁ ନେଇ ଶେଷଯାତ୍ରା ଏବେ କଟକ ସ୍ୱରାଜ ଆଶ୍ରମରୁ ବଡଚଣାର ସଂଗ୍ରାମୀ ପୀଠ ବାଲିପଡିଆକୁ ଯାତ୍ରାରମ୍ଭ କଲା ।।ସକାଳ 9 ଘଟିକା | ସ୍ୱରାଜ ଆଶ୍ରମ, କଟକ


error: Content is protected !!