କେନ୍ଦୁଝର, ୨୧/୦୫: କେନ୍ଦୁଝରରେ ତାଣ୍ଡବ ରଚିଲା କାଳବୈଶାଖୀ। ପ୍ରବଳ ବର୍ଷା ପବନ ନେଲା ୩ ଜୀବନ। ଜଣେ ଗୁରୁତର ଥିବା ସୂଚନା ମିଳିଛି।ସୂଚନା ମୁତାବକ, କେନ୍ଦୁଝର ଟାଉନ୍ ଥାନା ନରଣପୁର ଅଞ୍ଚଳରେ ପ୍ରବଳ ଝଡ଼ବର୍ଷା ହୋଇଛି। ପ୍ରବଳ ପବନରେ ଏକ ଟେଣ୍ଟ ଭାଙ୍ଗିଯିବା ଯୋଗୁଁ ସେଥିରେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଛି। ଟେଣ୍ଟ ତଳେ ଚାପି ହୋଇ ଅନ୍ୟ ଜଣେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…