ଭୁବନେଶ୍ଵର : ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩କୁ ଛୁଇଁଲା । ୧୬ଟି ଅଭିଯୋଗରୁ ୩ଟି ଅଂଶୁଘାତ ଜନିତ ମୃତ୍ୟୁ ବୋଲି ସ୍ପଷ୍ଟ । ବାକି ୧୩ଟି ଅଭିଯୋଗର ତଦାରଖ କରାଯାଉଛି । ଲୋକେ ସଚେତନ ଥିବାରୁ ଚଳିତ ବର୍ଷ ଅଂଶୁଘାତ ମୃତ୍ୟୁ ସଂଖ୍ୟା କମିଛି ବୋଲି ସୂଚନା ଦେଲେ SRC ପଦ୍ମନାଭ ବେହେରା । ବଲାଙ୍ଗିର, ସୁନ୍ଦରଗଡ ଓ ସୁବର୍ଣ୍ଣପୁର ଜଣେ ଲେଖାଏଁ ମୃତ ।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…