ମାର୍ଚ୍ଚ ୨୨ରୁ ଯୁକ୍ତ୨ ମୂଲ୍ୟାୟନ


+୨ ଖାତା ଦେଖା ପ୍ରସଙ୍ଗରେ ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା।ମାର୍ଚ୍ଚ ୨୨ରୁ ମୂଲ୍ୟାୟନ ଆରମ୍ଭ ହେବ କହିଲେ ପରୀକ୍ଷା ନିୟନ୍ତ୍ରକ।ମାର୍ଚ୍ଚ ୨୨ରୁ ମୂଲ୍ୟାୟନ, ଦୁଇଟି ପର୍ଯ୍ୟାୟରେ ହେବ।ମାର୍ଚ୍ଚ ୨୨ରୁ ଏପ୍ରିଲ ୨ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ।ଏପ୍ରିଲ ୪ରୁ ଏପ୍ରିଲ ୧୫ ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ।


error: Content is protected !!