ମେଣ୍ଟ ବିଷୟରେ ବାରମ୍ବାର ଖବର ଛାପିବା ବନ୍ଦ କରନ୍ତୁ


ସାମ୍ବାଦିକ ଭାଇ ମାନଂକୁ ଅନୁରୋଧ ଜଣେଇ ଦିଆ ଯାଉଛି ଯେ ମେଣ୍ଟ ବିଷୟରେ ବାରମ୍ବାର ଖବର ଛାପିବା ବନ୍ଦ କରନ୍ତୁ।ମେଣ୍ଟ ହେଇଗଲା।ପନ୍ଦର ଦିନ ହେବ ଟିଭି ମିଡ଼ିଆ ରେ ଏତିକି ସେତିକି ସିଟ ଦିଆ ନିଆ ହେଲା ବୋଲି ମିଛ ପ୍ରଚାର କରି ଅଯଥା ମୋ ରାଜ୍ୟ ବାସୀ ଙ୍କୁ ବିଭ୍ରାନ୍ତ କରାନ୍ତୁ ନାହିଁ।କାରଣ (ଗୁଜବ ଏକ ସତ୍ୟ)


error: Content is protected !!