ବିଜେବି କଲେଜରେ ଉତ୍ତେଜନା


ଭୁବନେଶ୍ୱର ବିଜେବି କଲେଜରେ ଉତ୍ତେଜନା,ଛାତ୍ରଛାତ୍ରୀଙ୍କ ବିକ୍ଷୋଭ।କଲେଜ ଅଧ୍ୟକ୍ଷାଙ୍କ ବିରୋଧରେ ଏକାଠି ହେଲେ ଛାତ୍ରଛାତ୍ରୀ।ଅଧ୍ୟକ୍ଷା ବିଭିନ୍ନ ମୌଳିକ ସମସ୍ୟା ସମାଧାନ କରୁନଥିବା ଅଭିଯୋଗ।ସମସ୍ୟା ଜଣାଇଲେ ଏକ୍ସଫେଲ୍‌ କରିବାକୁ ଧମକ ଦେଉଥିବା ଅଭିଯୋଗ।ଅଭିଯୋଗକୁ ମିଥ୍ୟା ବୋଲି କହିଲେ ଅଧ୍ୟକ୍ଷା ଇତିଶ୍ରୀ ପାଢ଼ୀ।କିଛି ମୁଷ୍ଟିମେୟ ପିଲା ଛାତ୍ରଛାତ୍ରୀଙ୍କୁ ଉସୁକେଇ ଏଭଳି କରୁଥିବା କହିଲେ।


error: Content is protected !!