• ଡେଙ୍ଗୁ ଭୂତାଣୁର ୪ଟି ଭାରିଆଣ୍ଟ ଅଛି, ଡେନ୍-୨ ସବୁଠୁ ବିପଜ୍ଜନକ।
• କୋଭିଡ ଭଳି ଡେଙ୍ଗୁର ଏତେ ଭାରିଆଣ୍ଟ ନାହିଁ: ସ୍ବାସ୍ଥ୍ୟ ନିର୍ଦେଶକ
• ଡେଙ୍ଗୁରେ କେହି ମରିନାହାନ୍ତି: ସ୍ବାସ୍ଥ୍ୟ ନିର୍ଦେଶକ ସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା ଏଯାଏ ରାଜ୍ୟରେ ଡେଙ୍ଗୁ ରୋଗରେ କାହାରି ମୃତ୍ୟୁ ହୋଇନି ୯୫% ଡେଙ୍ଗୁ ରୋଗୀ ଲକ୍ଷଣହୀନ, ପଜିଟିଭ୍ ହେଲେ ବି ଭୟ ନାହିଁ।
• ଡେଙ୍ଗୁର ଔଷଧ ନାହିଁ ସାବଧାନ ରହନ୍ତୁ।କେବଳ ଲକ୍ଷଣ ଅନୁସାରେ ଚିକିତ୍ସା କରାଯାଏ।ଔଷଧ, ପ୍ଲେଟଲେଟ ଓ ଚିକିତ୍ସା ସରଞ୍ଜାମ ମହଜୁଦ ଅଛି।ଘରୋଇ ହସ୍ପିଟାଲ ଜୋନାଲ କେନ୍ଦ୍ରରୁ ପ୍ଲେଟଲେଟ ନେଇପାରିବେ।ସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା।
More Stories
ବଢିପାରେ ୨୦୦୦ ଟଙ୍କିଆ ନୋଟ ବଦଳାଇବା ସମୟସୀମା
ପାକିସ୍ତାନର ବେଲୁଚିସ୍ତାନରେ ଆଜି ଏକ ଭୟଙ୍କର ବିସ୍ଫୋରଣ ଘଟିଛି
ନିଜ ଝିଅକୁ ନିଆଁ ମୁହଁକୁ ଠେଲି ଦେଲା ମା’