• ଡେଙ୍ଗୁ ଭୂତାଣୁର ୪ଟି ଭାରିଆଣ୍ଟ ଅଛି, ଡେନ୍-୨ ସବୁଠୁ ବିପଜ୍ଜନକ।
• କୋଭିଡ ଭଳି ଡେଙ୍ଗୁର ଏତେ ଭାରିଆଣ୍ଟ ନାହିଁ: ସ୍ବାସ୍ଥ୍ୟ ନିର୍ଦେଶକ
• ଡେଙ୍ଗୁରେ କେହି ମରିନାହାନ୍ତି: ସ୍ବାସ୍ଥ୍ୟ ନିର୍ଦେଶକ ସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା ଏଯାଏ ରାଜ୍ୟରେ ଡେଙ୍ଗୁ ରୋଗରେ କାହାରି ମୃତ୍ୟୁ ହୋଇନି ୯୫% ଡେଙ୍ଗୁ ରୋଗୀ ଲକ୍ଷଣହୀନ, ପଜିଟିଭ୍ ହେଲେ ବି ଭୟ ନାହିଁ।
• ଡେଙ୍ଗୁର ଔଷଧ ନାହିଁ ସାବଧାନ ରହନ୍ତୁ।କେବଳ ଲକ୍ଷଣ ଅନୁସାରେ ଚିକିତ୍ସା କରାଯାଏ।ଔଷଧ, ପ୍ଲେଟଲେଟ ଓ ଚିକିତ୍ସା ସରଞ୍ଜାମ ମହଜୁଦ ଅଛି।ଘରୋଇ ହସ୍ପିଟାଲ ଜୋନାଲ କେନ୍ଦ୍ରରୁ ପ୍ଲେଟଲେଟ ନେଇପାରିବେ।ସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା।
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ବଢ଼ିଲା କମର୍ସିଆଲ ଗ୍ୟାସ ଦର
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ