ଡ୍ରାଇଭରର ଅବହେଳାରୁ ଦୁର୍ଘଟଣା


ଯାଜପୁର ବସ୍ ଟ୍ରାଜେଡି: ପରିବହନ ବିଭାଗ ଅତିରିକ୍ତ ସଚିବଙ୍କ ପ୍ରତିକ୍ରିୟା।ପରିବହନ ବିଭାଗ ଅତିରିକ୍ତ ସଚିବ ଲାଲମୋହନ ସେଠୀଙ୍କ ପ୍ରତିକ୍ରିୟା।ଡ୍ରାଇଭରର ଭୁଲ୍ ଯୋଗୁଁ ଦୁର୍ଘଟଣା ଘଟିଥିବା କହିଲେ ଲାଲମୋହନ।ବସ୍‌ର କଣ୍ଡିସନ୍ ଭଲ ଅଛି, ମାର୍ଚ୍ଚରେ ଫିଟନେସ ସାର୍ଟିଫିକେଟ ମିଳିଛି।ଦ୍ରୁତଗତି, ଓଭରଟେକ୍ କିମ୍ବା ଫୋନ୍‌ରେ କଥା ହେବାରୁ ଦୁର୍ଘଟଣା।


error: Content is protected !!