ସୁପ୍ରିମକୋର୍ଟରେ ମୋକିମଙ୍କ OHRDC ମାମଲା


ଆସନ୍ତାକାଲି ମହମ୍ମଦ ମୋକିମଙ୍କ ମାମଲାର ହେବ ଶୁଣାଣି।SCଙ୍କ ରାୟ ନିର୍ଧାରଣ କରିବ ମୋକିମଙ୍କ ରାଜନୈତିକ ଭାଗ୍ୟ।OHRDC ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ମୋକିମ।ମୋକିମଙ୍କୁ ୩ ବର୍ଷ ଦଣ୍ଡ ଶୁଣାଇଥିଲେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ।


error: Content is protected !!