ବିଜେଡି ଛାଡ଼ିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ


ବିଜେଡି ଛାଡ଼ିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ନେଇ ସଭାପତିଙ୍କୁ ଚିଠି । ଆଜି ତାଙ୍କ ଟିକେଟ୍ କାଟିଥିଲା ଦଳ ।


error: Content is protected !!