୨୦୨୪ରେ ଲଢ଼ିବିନି: ଅମର


୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ।ବର୍ଷାଙ୍କୁ ବଡ଼ଚଣା ଟିକେଟ ମିଳିବା ପରେ ଅମରଙ୍କ ପ୍ରତିକ୍ରିୟା।ଯିଏ ପ୍ରାର୍ଥୀ ହୋଇଛନ୍ତି ତାଙ୍କୁ ଦଳରୁ କେହି ବିରୋଧ କରୁନାହାନ୍ତି।କିନ୍ତୁ ମୋତେ ଟିକେଟ ନମିଳିବାରୁ ଶୁଭେଚ୍ଛୁଙ୍କୁ ଆଘାତ ଲାଗିଛି।ଅନ୍ୟଦଳରୁ ପ୍ରସ୍ତାବ ଆସୁଛି, କିନ୍ତୁ ଆଜି ବି ମୁଁ ବିଜେଡିରେ ଅଛି।ମୁଁ ନିଷ୍ପତ୍ତି ନେଇଛି, ୨୦୨୪ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବିନି।କାହିଁକି ମୋ ଟିକେଟ କଟିଲା ମୁଁ କହିପାରିବିନି କହିଲେ ଅମର।


error: Content is protected !!