ରାସେଶ୍ବରୀ ପାଣିଗ୍ରାହୀ ଆମା ମାଆ ପରି: ରୋହିତ।


ରାସେଶ୍ବରୀ ପାଣିଗ୍ରାହୀ BJD ଛାଡ଼ିବା ପ୍ରସଙ୍ଗରେ ସମ୍ବଲପୁର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀଙ୍କ ପ୍ରତିକ୍ରିୟା।ନିବେଦନ କରିବି, ଦଳକୁ ଫେରି ଆସନ୍ତୁ।ତାଙ୍କୁ ଦଳରେ କେହି ଅଣଦେଖା କରୁ ନଥିଲେ।CMଙ୍କ ସ୍ଵତନ୍ତ୍ର ଭୋଟ ରହିଛି,ଆମେ ଭୋଟ ପାଇଁ ଚନ୍ତିତ ନୁହେଁ।


error: Content is protected !!