ମଙ୍ଗଳାବାଗ ଥାନାର କାର୍ଯ୍ୟରତ ପୋଲିସ ଅଫିସର ଗଙ୍ଗାଧର ପାଣିଗ୍ରାହୀ ଙ୍କ ଅକାଳ ବିୟୋଗ


ମଙ୍ଗଳାବାଗ ଥାନାର କାର୍ଯ୍ୟରତ ପୋଲିସ ଅଫିସର ଗଙ୍ଗାଧର ପାଣିଗ୍ରାହୀ ଙ୍କ ଅକାଳ ବିୟୋଗରେ ଇଣ୍ଟରନ୍ୟାସନାଲ ପରିବାର ପକ୍ଷରୁ ଗଭୀର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି l ପ୍ରଭୁ ଜଗନ୍ନାଥ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ଧର୍ଯ୍ୟ ଓ ସାନ୍ତ୍ୱନା ପ୍ରଦାନ କରନ୍ତୁ ଏତିକି ପ୍ରାର୍ଥନା l🪔ଓଁ ଶାନ୍ତି 💐🙏


error: Content is protected !!