ବବି ଦାସଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କୁ କୋରେଇ ଟିକେଟ ଦେଲା ବିଜେଡି


ବବି ଦାସଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କୁ କୋରେଇ ଟିକେଟ ଦେଲା ବିଜେଡି।ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କୁ ଟିକେଟ ମିଳିଛି। ଦଳ ତାଙ୍କୁ କୋରେଇରୁ ପ୍ରାର୍ଥୀ କରିଛି। ଏବେ ବିରୋଧୀ କରିବେ କଣ ? ବିଜେଡି ଚାଲ୍ ଆଗେରେ ଫେଲ୍ ବିରୋଧୀ ।


error: Content is protected !!