ବିଜେଡି ଛାଡ଼ିଲେ ରବି ନାରାୟଣ


ନୟାଗଡ଼: ବିଜେଡି ଛାଡ଼ିଲେ ରବି ନାରାୟଣ ମହାପାତ୍ର।୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଥିଲେ ରଣପୁର ବିଧାୟକ।୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ଥିଲେ ବିଜେଡିର ରାଜ୍ୟସଭା ସାଂସଦ।


error: Content is protected !!