ବିନା ପାଟ ପଟୁଆରରେ ନାମାଙ୍କନ ଭରିଲେ ସୋପିଆ, କହିଲେ ଖରା ହେଉଛି


👉 ବିନା ପାଟ ପଟୁଆରରେ ନାମାଙ୍କନ ଭରିଲେ ସୋପିଆ, କହିଲେ ଖରା ହେଉଛି।

👉‘ମୁଁ କଂଗ୍ରେସରୁ ପ୍ରାର୍ଥୀ ହେବା ପରେ ଗତ ୭ରୁ ୮ ଦିନ ଭିତରେ କଟକବାସୀଙ୍କଠାରୁ ଖୁବ୍‌ ସ୍ନେହ ଶ୍ରଦ୍ଧା ପାଇଛି । କଟକବାସୀ ମୋତେ ଏମିତି ସ୍ନେହ ଶ୍ରଦ୍ଧା ଦେଇ ଚାଲିଥାନ୍ତୁ ।


error: Content is protected !!