ରାୟଗଡ଼ା ସମାବେଶକୁ ରାହୁଲ ଗାନ୍ଧିଙ୍କ ସମ୍ବୋଧନ


ରାୟଗଡ଼ା ସମାବେଶକୁ ରାହୁଲ ଗାନ୍ଧିଙ୍କ ସମ୍ବୋଧନ।ଭର୍ଚ୍ଚୁଆଲ ମୋଡରେ ଜନସଭାକୁ ସମ୍ବୋଧନ କଲେ ରାହୁଲ ଗାନ୍ଧି।ଜନସଭାରେ ଓଡ଼ିଶାବାସୀଙ୍କୁ ୫ ଗ୍ୟାରେଣ୍ଟି କଥା କହିଲେ ରାହୁଲ।କଂଗ୍ରେସ ଶାସନକୁ ଆସିଲେ ଚାଷୀଙ୍କ ଋଣଛାଡ଼ କରିବ।ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯିବ।ବିଏ ଏବଂ ଡିପ୍ଲୋମାଧାରୀଙ୍କୁ ଚାକିରିରେ ଅଗ୍ରାଧିକାର ଗ୍ୟାରେଣ୍ଟି।ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ଜାତିଗତ ଗଣନାର ଗ୍ୟାରେଣ୍ଟି।ଗରିବ ପରିବାରର ମହିଳାଙ୍କୁ ମାସିକ ୮,୫୦୦ ଟଙ୍କା ପ୍ରଦାନ।ସରକାରୀ ଓ ବେସରକାରୀ ଚାକିରିରେ ମହିଳାଙ୍କୁ ୫୦% ସଂରକ୍ଷଣ।ମନରେଗା ଯୋଜନାରେ ଶ୍ରମିକଙ୍କୁ ୪୦୦ ଟଙ୍କା ମଜୁରୀ ପ୍ରଦାନ।


error: Content is protected !!