ଆସନ୍ତାକାଲି ପୁରୀ ଆସିବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ


ଆସନ୍ତାକାଲି ପୁରୀ ଆସିବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ -ଦିନ ୧୨ଟାରେ ଭୁବନେଶ୍ବରରେ ପହଞ୍ଚିବେ ନୀତିନ-ଭୁବନେଶ୍ବରରୁ ହେଲିକପ୍ଟର ଯୋଗେ ପୁରୀ ଯିବେ -ପୁରୀରେ ପହଞ୍ଚି ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିବେ-ଦର୍ଶନ ପରେ କୃଷ୍ଣପ୍ରସାଦ ବ୍ଲକ ଯିବେ ନୀତିନ ଗଡ଼କରୀ -କୃଷ୍ଣପ୍ରସାଦରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ #Timesofodisha


error: Content is protected !!