ଭୁବନେଶ୍ବର ବିମାନବନ୍ଦରରୁ ୩ କେଜିରୁ ଊର୍ଦ୍ଧ୍ବ ସୁନା ଜବତ


ଭୁବନେଶ୍ବର ବିମାନବନ୍ଦରରୁ ୩ କେଜିରୁ ଊର୍ଦ୍ଧ୍ବ ସୁନା ଜବତ।୩.୭୭ କେଜି ସୁନା ଜବତ କଲା କେନ୍ଦ୍ରୀୟ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ।ଜବତ ସୁନାର ମୂଲ୍ୟ ପ୍ରାୟ ୨ କୋଟି ୭୯ ଲକ୍ଷ ଟଙ୍କା।ଦୁବାଇରୁ ଭୁବନେଶ୍ବର ଆସୁଥିବା ୪ ଯାତ୍ରୀଙ୍କ ଠାରୁ ଜବତ।ଧରାପଡ଼ିଥିବା ୪ ଯାତ୍ରୀଙ୍କୁ ଗିରଫ କରି ପଚରାଉଚରା।


error: Content is protected !!