ବିଜେଡ଼ି ଛାଡ଼ିଲେ ସାଧୁ ନେପାକ |


ବିଜେଡ଼ି ଛାଡ଼ିଲେ ସାଧୁ ନେପାକ
-ବରଗଡ଼: ବିଜେଡ଼ି ଛାଡ଼ିଲେ ପୂର୍ବତନ ବିଧାୟକ ସାଧୁ ନେପାକ
-ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର
-୨୦୦୯ରେ ବରଗଡ଼ ବିଧାୟକ ନିର୍ବାଚିତ ହୋଇଥିଲେ ସାଧୁ!.


error: Content is protected !!