ମତଦାନ ଦିନ ଭୋଟର ପରିଚୟ ପତ୍ର ନ ଥିଲେ ମଧ୍ୟ୍ୟ ଚଳନ୍ତି ଭୋଟର ତାଲିକାରେ ନାମ ଥିଲେ


ମତଦାନ ଦିନ ଭୋଟର ପରିଚୟ ପତ୍ର ନ ଥିଲେ ମଧ୍ୟ୍ୟ ଚଳନ୍ତି ଭୋଟର ତାଲିକାରେ ନାମ ଥିଲେ ନିମ୍ନ ଲିଖିତ ଦସ୍ତାବିଜ ମଧ୍ୟରୁ ଯେ କୌଣସିଟି ପୋଲିଂ ବୁଥରେ ଦେଖାଇ ନିଜର ପରିଚୟ ସାବ୍ୟସ୍ତ କରି ପାରିବେ lଆପଣଙ୍କ ମତଦାନ ଅନୁଭୂତିକୁ ସୁଖଦ କରିବା ପାଇଁ ଆମେ ପ୍ରତିଶୃତିବଦ୍ଧ l


error: Content is protected !!