ସତ କହିଲେ ବାଧେ ପ୍ରମାଣିତ ବୈଜୟନ୍ତ


ବିଜେଡିର ଅବାନ୍ତର ପ୍ରତିକ୍ରିୟା ପରେ ପୁନଃ ମନ୍ତବ୍ୟ ଦେଲେ ବୈଜୟନ୍ତ।ସତ କହିଲେ ବାଧେ ବୋଲି ପ୍ରମାଣିତ ହେଲା କହିଲେ ବୈଜୟନ୍ତ ପଣ୍ଡା।ମୁଖ୍ୟମନ୍ତ୍ରୀଙ୍କ ଡିପ୍‌ଫେକ୍‌ ଭିଡିଓ କହିବା ପରେ ବିଜେଡି ଉତ୍ତେଜିତ ହୋଇପଡ଼ିଛି।


error: Content is protected !!