କଟକରେ ଅମିତ ଶାହଙ୍କ ରୋଡ୍‌ ସୋ


କଟକରେ ଅମିତ ଶାହଙ୍କ ରୋଡ୍‌ ସୋ।କଟକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ରୋଡ୍ ସୋ।ଗୋପବନ୍ଧୁ ଛକରୁ ଆରମ୍ଭ ହେଲା ଶାହଙ୍କ ରୋଡ୍‌ ସୋ।ଶାହଙ୍କ ସହ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ସାମିଲ।ପ୍ରାର୍ଥୀ ଭର୍ତ୍ତୃହରି ମହତାବ , ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସାମିଲ।


error: Content is protected !!